*ବରଗଛ’ଟେ ଢଲି ଗଲା* ପ୍ରଫେସର ହୃଦମଣି ପ୍ରାଧାନଙ୍କର ସରଗ୍ ଗମନ୍ ଖବର୍ ମିଲୁନ୍ ସାଏର୍ ମୋର୍ ମୁଁହୁଁନୁ ବାହାରି ପଡ଼ଲା “ଓଃ, ହୁରୁଦ୍ ବିଦାରକ୍…ବର୍ ଗଛଟେ ଢଲି ଗଲା,ଟଲି ଗଲେ ମାହାରଥୀ; ଡାହି ପାଖରା ମେଲି ଥିଲେ,ଆମର୍ ମୁର୍ଦ୍ଧୁନି ଚାଲିଗଲେ…କିଏ ଆଉ ଆମକୁ ଶୁନାବା ସେ ‘ଭଗିଆ ଆର୍ ଭାଗବତିଆର କଥା’? କିଏ ଆର୍ ଲଢ଼ି ଲାଗ୍’ବା ‘ଦେବୀ’ ସାଙ୍ଗେ ଆଉ ‘ପ୍ରସନ୍ନ’ କର୍’ବା ଆମ୍’କୁ ?”
ଆଏଜ୍ ଫେର୍ ଘାଏ ତାଙ୍କର୍ ସୁର୍’ତା ଥି ଆର୍ ପଦ୍’ଦୁ ଲେଖ୍’ଲା ବେଲ୍’କେ ଭାବ୍ ଲହରୀ ମୋର୍ ଉଥୁଲ୍ ପୁଥୁଲ୍ ହଉଛେ, ସେ ସବୁ କଥାକେ ହୁର୍ଗୁନି ହୁର୍ଗୁନି ଯେନ୍ ସବୁ କଥା-ବିଷେ ଥି ତାଙ୍କର୍ ସାଙ୍ଗେ ମୋର୍ ସୁର୍’ତା ର୍ ନୟେଦ ଖଣ୍ଡି ଖାଉଛେ।
ଲେଖାଲୁଖି ନୁ ତାଙ୍କୁ ବନେ ଦିନୁ ଜାନି ଥିଲେ ଭି ୧୯୯୩ ବେଲ୍’କେ ତାଙ୍କର୍ ସାଙ୍ଗେ ମୋର୍ ଜହ ଭେଟ୍ ବାର୍ତ୍ତା ଜମି ଆସି ଥିଲା। ସେ ଇଂଲିଶ ଥି ଅଧ୍ୟାପନା କରୁ ଥିଲେ ଆଉ ଉଡ଼ିଆଥି କବିତା ଆର୍ ନାଟ ଲେଖୁଥିଲେ ଆର୍ ଆମର୍ ଭାଷାର ବଢ଼ତିର ଲାଗି ନିଘା ରଖି ଥିଲେ। ଫେର୍ ଆମର୍ ଭାଷା/ସାହିତ୍ୟର ସଂସ୍ଥାପନାର ଲଢ଼େଇଥି ସେନାପତି ହେଲେ।
ବରଗଡ଼ ମେ ସମ୍ଵଲପୁରୀ ସାହିତ୍ୟ ପରିଷଦ ଗଠନ୍ ହେଲା ବେଲକେ ସେ ଥିଲେ ତାର୍ ମାର୍ଗଦର୍ଶକ୍ । ଆମର୍ ଭାଷା-ସାହିତ୍ୟର ଉତ୍ତରଣ ବେଲାକେ ସାହିତ୍ୟ ସିର୍ଜନା ସାଙ୍ଗେ ସଂଗଠନ ଆରୁ ଲିପିର ବର୍ଣ୍ଣ ଶୁଦ୍ଧି ଜରୁରୀ ବଲି ତକିଏତ କରୁଥିଲେ। ସବୁନିକେ ଯିବାର’କେ ହରମେସା ତିଆର ଥିଲେ। କହନ୍ କାର୍ ଭାବେ ଯାଇ କରି ସବୁ ଠାନେ ‘ଯେନ୍ତା କହୁଛ, ସେନ୍ତା ଲେଖ’ ତାକର ଧେୟ ଥିଲା। ତିନ୍’ଟା ‘ସ’ ଦରକାର୍ ନାଁଇଁ; ‘ଦୀର୍ଘ ଇ’ ଉଚ୍ଚାରଣ ନାଁଇଁ ବଲି ବରାବର କହି ଆସୁଥିଲେ। ଉଚ୍ଚାରଣ ଧ୍ୱନିକେ ଅନ୍’ସରି କରି ଆମର୍ ଭାଷାର ବରନ୍’ମାଲାଟେ ସେ ସଂପି ଯାଇଛନ୍। ତାକର ବତାଲା ବାଟ୍ ଗୁଟେ ‘ସ୍କୁଲ ଅଫ୍ ଥଟ୍ଟ୍’ ହେଇ ଯାଇଛେ।
ଆମର୍ ଅସ୍ମିତାର ଫଏଲନ ଆରୁ ତାର୍ ଘନିକରଣ ଲାଗି ତାକର ଭାଗିଦାରୀ ଉତ୍ତର ପିଢି ଲାଗି ନିହାତି ଅନୁକରଣୀୟ ।
‘ସମ୍ଵଲପୁରୀ ଭେଟ୍’ ବେଲ୍’କେ ତାକର ସାଙ୍ଗେ ଥରେ ଭେଡେନ ଠାନେ ଗୁଟେ ମଚାନ୍ ନେ ଯେନ୍ ଘଟ୍’ନା ଘଟି ଥିଲା, ତାକେ ସୁର୍’ତା କରୁଛେଁ। ସାହିତ୍ୟ ସଭା ଉତାରୁ ମେଲୋଡ଼ି ହେବାର୍ ଥିଲା ବଲି ପ୍ରୋ. ପ୍ରଧାନ କହେଲା ବେଲ୍’କେ ମେଲୋଡି ଲାଗି ଉଛୁର ଯାଉଛେ ବଲି କଲେଜ୍ ପିଲା ଅଧିରଜା ହଉ ଥାନ୍। ପିଲାକୁ ରଡ଼ି କରି ମୁଇଁ ପ୍ରୋ.ପ୍ରଧାନଙ୍କର୍ ‘ଭଗିଆ ଆର୍ ଭାଗ୍’ବତିଆ’ କଥାନି ଶୁ’ନ, ହୋସ୍ ପାଇ ଯିବ ବଲି ଥିଲି। ସିଟି ବୁବାଲି ଥମ’ଲାକେ ପ୍ରୋ.ପ୍ରଧାନ ଯେନ୍ କଥାନି ଶୁନାଲେ, ସେଥି ଘାଏକର ଲାଗି ସବ୍ ସୁନା ପିଲା ବାଗିର୍ ଶୁନ’ଲେ ଆରୁ ଫେର୍ କଥାନିର୍ ମରମ୍ ବୁଝ୍’ଲା ଖିନ୍ ଉଷତେ ସିଟି-ତାଲି ମାରି ଥିଲେ।
ଭାଷାର୍ ସାମ୍ବିଧାନିକ୍ ସ୍ଵୀକୃତିର୍ ଗୁଟେ ସମିଆକେ ଉଡିଶାର୍ ପ୍ରଥିତଯଶା ଭାଷାବିତ୍ ପ୍ରୋ.ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଯେନ୍ ଭାବେ ପ୍ରୋ.ହୃଦମଣି ପ୍ରଧାନ ଜବାବ୍ ଦେଇ ପାରି ଥିଲେ, ସେନୁ ତାଙ୍କର୍ ପ୍ରଞ୍ଜାର ପରିଚୟ ମିଲି ଯାଏସି। ସେ ପ୍ରସଙ୍ଗ ସଭେ ଆର୍ ଘାଏ ଲେହେଁଟେଇ ଦେଖି ଶିକ୍ଷା ନେବାର ଚାହି। ଇତିହାସର୍ କବରସ୍ଥାନ୍ ଥି ଆଗତର୍ ଲାଗି କେତେନିଟେ ଦିଶା-ନିର୍ଦ୍ଧେଶ୍ ତୁପି ହେଇ ଥିସି। ଉଖରେଇ ଦେବ ଘାଏ।
ସେ ନାଁଇଁନ ବଲି ତାଙ୍କର୍ ଦେଖେଇ ଥିଲା ବାଟ୍ ହିଁ ତାକର ବାର୍ତ୍ତା ଆଉ ସେଟାକେ ହେତୁ ରଖି ଆଗକେ ବଢ଼ବାର୍ ଟା ହିଁ ହଉ ଆମର୍ କର୍ତ୍ତବ୍ୟ। ସେଟା ହିଁ ତାଙ୍କର୍ ଅମର ଆତ୍ମାର ଲାଗି ଆଉଁ ଆମର୍ ଅସଲ୍ ଶ୍ରଦ୍ଧାଞ୍ଜଲୀ ।
*ସପନ୍ ମିଶ୍ର*
କୋଶଲ୍ ଟାୱାରସ,
ହିଲ ଭିୟୁ ନଗର,
ବୁଢ଼ାରଜା,
ସମ୍ବଲପୁର୍
9437570479