ସନପାପଡି
ଠିନ୍ ଠିନ୍ ଘଣ୍ଟି ଟେ ବାଟେ ଯେଭେ ବାଜିଯାଏସି,,,
ସେ ଘଡି ମନ୍ ଟା ସେ ଛୁଆ ଦିନ୍ କେ ଫିରି ଯାଏସି ।।
ଧାଇଁ ଯାଏସିଁ ମୁଇଁ ଦୁଆର୍ ବନ୍ଧ୍ କେ,,,
ଦେଖି ଦେଖସିଁ ଇଫାଲୁ ସେଫାଲ୍ କେ ।।
ଥିବା ଭେଲ୍ ସାଇକଲିଆ ବୁଢା ଟେ,,,
ରଡୁଥିବା ଭାଏଲ୍ ଦେଇ ଡାକ୍ ଟେ ।।
ଲୁହା ଟିନା ଦେ,,,,,,,,ସନପାପଡି ନେ !!!!
ନୁରା ଲାଗୁଥିଲା ସେ ଡାକ୍ କେ………
ମିଲିଗଲେ ଟଙ୍କା କି ଦୁଇ ଟଙ୍କି ଟେ !!!!!
ରପଟି ଯାଉଥିଲୁଁ ମନ ର୍ ଉଚାଟେ ।।
କାଗଜ୍ କେ ମୁରି ଠୁଙ୍ଗା କରି,,,,
ଭରିଦେସି ସନପାପଡି ଗୁଁଣ ପେକ୍ କରି ।।
ଟିନ୍ ଡ଼ବା କି ଲୁହା ଖଣେଁ ପାଏଲେ କେନୁଁ
ବଢେ ଯତନେ ସେଟା କେ ରଖୁଥିଲୁଁ ।।
ଆସି ଗଲେ ରଏବାର୍ ଦିନ୍,ଗରଜି ଯାଏ ଘଣ୍ଟି ଠିନ୍ ଠିନ୍
ଭଙ୍ଗା ଟୁଟା ଦରବ୍ ଧରି ଭିଡ୍ ଜଁମଉ ତାହାକେ ଘେରେଇ କରି ।।
ପିଜ୍ଜା,ବରଗର୍ କି ମୋମୋ ର୍ ତୁଲନା
କରି ନି ହୁଏ ଇତାର୍ ସାଙ୍ଗେ
ଇତାର୍ ମଜା ଥିଲା ଦୁଇ ଗୁନା ।।
ଛୁଆ ବେଲ୍ ନାଇଁ ଜାନେ ସଫା ସୁତରା
ଯେନତା ହାତେଁ ଦଉ ବୁଢା ବୁପରା ।।
ପୁଡିଆ ତେ ତାର୍ ନୁଁ ପାଇଗଲେଁ କି
ବଢି ଯାଉଥିଲା ଆମର୍ ଗହକି ।।
ହଜିଗଲାନ ସେ ଛୁଆବେଲ୍
ନାଇଁ ନ ସେ ସନପାପଡି କି ସେ ସାଏକେଲ ।।
ଏଛେନ୍ ଢୁକି ଗଲେ କେନସି ମିଠା ଦୁକାନ୍ କେ,,,
ହଲଦିରାମ୍ ସନପାପଡି ଥିସି କେଥନି କେଥେ ।।
ବଦଲି ଗଲା ନଁ ତାର୍ ରୂପ ରକମ୍
ହେଲେ ଇଟା ଜୁଲି ହଇ ନେ ପାରେ ନ ,,,
ଯେନ୍ତା ଥିଲା ସେ ଆଘଲିର୍ ସୁଆଦ୍
ତାର୍ ନୁଁ ଜହ ଛୁଆ ବେଲ୍ ର ସେ ଅଭୁଲା ୟାଦ୍।।