ଆମେ ଖାଏସୁଁ ସବୁଦିନେଁ
ତୁମେ ଖାଏସ ଦିନେ,
ପଖାଲ୍ ଖିଆ ଫଟୁ ଛାଡ଼୍ସ
ବଲ୍ବେ ବଲିଁ ବନେ।
ବାକି ଦିନେଁ ପିଜା, ବର୍ଗର୍
ଖାଏସ ଅର୍ଡ଼ର୍ କରି,
ଅଫିସ୍ ଗଲେଁ କେନ୍ ଅଫିସର୍
ନେସି କେଁ ପଖାଲ୍ ଖୁରି ?
ବାସି ପଖାଲ୍ ଖାଇକରିଁ
ଗରିବର୍ ଦେହେ ବଜର୍,
ପଖାଲ୍ ଦିନ୍ ପାଲନ୍ ଉଧେଁ
ନେଇଁ ପକାବ ନଜର୍।
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି