Author: Arati Sahu

You know me as an "Anchor " ,my voice has reached upto you.Some of you might have called me SambalpuriJhiArti .

ଟୁଣର୍ ପଦେ- 1

ମୂଳ୍ ଠାନୁ ସୁଧ୍ ମଧୁର୍ କେନ୍ତା , ବନ୍ଧନ୍ ଯେତେ ବର୍’କସ୍ ଥଉ ମୂଳର୍ ମେହେନତ୍ ଲୁକି ଯାଏସି ସୁଧର୍ ଗୁନ୍ କାଏଯେଁ ଗଉ ??

କବିତା- ନୁରୁଛେ

“ନୁରୁଛେ” ଗଲା କେତ୍’ନି ବଛରର୍ ଅନୁଭୁତି ଯୁଡିଥିଲା , ହେତିର୍ ଲାଗି ଭାଏଲ୍ ବେଲ୍ ବୁଡା ଛିନା ଛିନା ଲାଗୁଛେ ଗଲା କାଳିର୍ ଗୁଟେ ପୋଷ୍ଟ୍ ମିଛ୍-ମିଛ୍…

କବିତା- ଅଛ୍’ରେ ର୍ ଆଖଲ୍

ଅଛ୍’ରେ ର୍ ଆଖଲ୍ 👇 ଫଟ୍’କେଇଛେ ମେଘ୍, ଆକାଶ ସଂଗେ ସଂଗେ ଧର୍’ତୀ, ପୁର୍’ଥି ଉଜୁଲ୍ । ଗନୁଛେ ତରା ଭରତର୍ ମାଆଁ ପେଟ୍’ଲେଇଛେ ନାତେନ୍ କେ…

ସୁରୁକଥାନୀ- ବଫୁ

ବ’ଫୁ (ବଏସ’ର୍ ଲାଠି) _____________________________________________ ଲେଖିଛନ୍- ଆରତୀ ସାହୁ _____________________________________________ ମୁନୁଷ୍ ଗଲା ଯେ, ଭଙ୍ଗା ଚୁରି ସବୁ ବନ୍ ଘାଟେଁ ଥୁଆ ହେଲା, ରଙ୍ଗ୍ ବିରଙ୍ଗି…

ଜନା ନାଇଁ

“ଜନାଁ ନାଇଁ” ___________________ ଘୁରୁଛେ ପୁର୍’ଥି ହେଲେଁ କାହାର୍ ଯନା ନାଇଁ ତୋର୍ ମୋର୍ ଥିଁ ସକାଲ୍ ହଉଛେ କାହାକେ କିଛି ମନା ନାଇଁ କିଏ ମନଉଛେ…

କବିତା- ହଜିଯାଏତିଁ କାଏଁ ?

” କବିତା-ହଜିଯାଏତିଁ କାଏଁ? “ _____________________ ଘାଏ ହଜିଯାଏତିଁ କାଏଁ?? ସକାଲର୍ ଧାଜ୍ ଆସି ପଡୁଥିବାର୍ ଉଜୁଲ୍ ଭିତ୍’ରେଁ ଶବଦର୍ ଚିନ୍ହ୍ ବନ୍ ଯେନେ ନାଇଁ ଥିତା,…

“ମହୁଲ୍ ଝାର୍”

“ମହୁଲ୍ ଝାର୍” କୁକ୍’ରା ଡକା ଅନ୍ଧାର୍ ରାତିଁ ଖାକେ ଚେପେଇ ଛେଟ୍’ନା ଭୁଗ୍’ଲି ବାହାର୍’ଲିଁ ମହୁଲ୍ ବେଟି ନାକ୍ ଗର୍’ଡେଇ ସୁଇଛନ୍ ସଭେ ସଥେ ଯେନ୍ତା ନାଇଁ…

error: Content is protected !!