Author: Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

ଅବୁଝା ମନ୍‌

ଲଙ୍କା ନଗରୀ ଗଜ୍‌ଗଜେଇ ଯାଉଛେ। ଲଙ୍କା ନଗରୀନ ଆଏଜ୍‌ ଗୁଟେ ନୁଆଁ ଯୁଗର୍‌ ମୂଲ୍‌ ହେବାର୍‌କେ ଯାଉଛେ। ବିହା ବେଦିଶାଲେଁ ବସିଛନ୍‌ ଲଙ୍କାର୍‌ ନୁଆଁ ରଜା ବିଭୀଷଣ୍‌…

ହୁର୍‌ହୁରିଆ ଧୁକା

ଖୁଡ଼୍‌ଖୁଡ଼ିଆ ଧର୍‌ତୀ ରାନୀର୍‌ ବଢ଼ାବାର୍‌ ଲାଗିଁ ଶୀରି, ହୁର୍‌ହୁରିଆ ଧୁକା ଆଏଲା ଫଗୁନର୍‌ ଫଗୁ ଧରି ॥୧॥ ଲସ୍‌ଲସାଲା କଅଁଲି ପତର୍ ପାଆଁଲି ଡୁଣା ଗଛେଁ, ବଗ୍‌ବଗାନୁ…

ପହେଲା ଫଗୁନର୍‌ ପାହା

କନ୍‌କନି ଶୀତ୍‌ ମାଘ୍‌ ପୁନିକେ ପଲାଲା ତୁଲିଆ ଚିରି, ହୁର୍‌ହୁରି ଧୁକା ଧରି ଆଏଲା ଫଗୁନ୍‌ ପହେଲା କରି ॥୧॥ କୁହୁକୁହୁ କରି କୁଇଲି ଗାଏଲା ବସି…

ମୁଇଁ ଝୁରୁଛେଁ

“ମୁଇଁ ଝୁରୁଛେଁ… ! ମୁଇଁ ତତେ କେତେନି କେତେ ଝୁରୁଛେଁ ଗୋ…! ମୁଇଁ ଜାନିଛେଁ, ତୁଇଁ ମୋର୍‌ ମାଁ’ ନୁହେସେ ! ହେଲେଁ, ମାଁ’ନୁଁ ଭି କମ୍‌…

ନାଇଁ କହେଁ ଲାଏଜ୍‌ ଲାଗୁଛେ

ଆମର୍‌ ଗାଆଁର୍‌ ଗହଲ ନାନୀ, ମୁଡ଼େଁ ପାରିହେଇ ଚକରି ବେନି, ଭୋଟ୍‌ ଦେଇଗଲା ଗହକି ମନେ, ଭୋଟ୍‌ କାଗଜ୍‌ ଦେଖି ଭାବାଲା ଛନେ, କାଁ କରି କିଏ…

ସୋର୍‌ କରିଥା

ପାର୍‌ଥୀମାନେ ଭୋଟର୍ ଚିନ୍‌ହାଁ ପାଇଗଲେ କି ସବୁଆଡ଼େଁ ଗହଲ୍ ଗହଲ୍ ଲାଗି ବସଲା। ପାର୍‌ଥୀମାନ୍‌କର୍ ହାତ୍ ଯୁଡ଼ା ଫଟୁମାନେ ଗାଁ’ ଖୁଏଲ୍‌ମାନ୍‌କେଁ ଟଙ୍ଗା ହେଲା। ପାର୍‌ଥୀମାନେଁ ଘର୍-ଘର୍,…

ସେନ୍ଦୁର୍

ଆଏଜ୍ ଦୁଇ ବଛର୍ ଉତାରୁଁ ଇସ୍କୁଲ୍ ଖୁଲିଛେ। ଗଲା ଦୁଇ ବଛର୍ କରୋନା ଲାଗିଁ ଇସ୍କୁଲ୍ ବନ୍ଦ୍ ଥିଲା। ହେଲେଁ ସବୁ ଛୁଆ ପାଠ୍ ପଢ଼ୁନ୍ କି…

ଭାବର୍‌ ବନ୍ଧନ୍‌

ଭାବର୍ ବନ୍ଧନ୍ ବାସ୍‌ରି ଚନ୍ଦନ୍ ବାସୁଥିସି ମହମହ, ଭାବର୍ ବନ୍ଧୁ କୁର୍‌ପା ସିନ୍ଧୁ ଲାଗୁଥିସି ଗହଗହ ॥୧॥ ଭାବର୍ ଭାଷା ମୁଲ୍‌କି ହଁସା ଖଁଣ୍ ମଧୁର୍ କଥା,…

କିରିଆ

ଆର୍ ଦିନାଦୁ ଗଲେଁ ଏମେଲେ(MLA) ଭୋଟ୍। ଭିନ୍ ଭିନ୍ ଜାଗାନ ଖୁଲା ହେଇଛେ ଭୋଟ୍ ପର୍‌ଚାର୍ ଲାଗିଁ ଅଫିସ୍‌ମାନେ। ଆମର୍ ଗାଁର୍ ତିର୍‌କୁଟି ଛକ୍‌ନ ଭିଲ୍ ଖୁଲା…

କାଏଁ ଯେ ଆଏମି କହ ???

ଧର୍‌ତି ପାଲିର୍ ଝିଇ ଆଏ ମୁଇଁ ସର୍‌ଗି ପାଲିର୍ ବହ, ମାଁ ଘରିଆ ସେନ୍‌ହୋ ଶର୍‌ଧା ନେଇଁ ନ ଆରୁ ଜହ, ନିଲଜ୍ ଘର୍‌କେ ସେର୍‌ହା କୁନୁଆଁ…

error: Content is protected !!