କିରିଆ
ଆର୍ ଦିନାଦୁ ଗଲେଁ ଏମେଲେ(MLA) ଭୋଟ୍। ଭିନ୍ ଭିନ୍ ଜାଗାନ ଖୁଲା ହେଇଛେ ଭୋଟ୍ ପର୍ଚାର୍ ଲାଗିଁ ଅଫିସ୍ମାନେ। ଆମର୍ ଗାଁର୍ ତିର୍କୁଟି ଛକ୍ନ ଭିଲ୍ ଖୁଲା…
ଆଏଜ୍ ଆମର୍ ଗାଁର୍ ମଝା ଗାଁ’ ଖୁଲିଁ ଲୋକ୍ ଗଜ୍ଗଜଉଛନ୍। ଛୁଆନୁଁ ବୁଢ଼ା, ମାହେଜି ଟୁକେଲ୍, ସିଆନ୍ ସୁଜନ୍ ସଭେ ଜମିଛନ୍। ଉଞ୍ଝା ଦିନର୍ ସଭାଥିଁ ଏତ୍କି…
ଯଉତୁକ ଜୁଏ ସଖାଲୁ ସଖାଲୁ ଆଏଜ୍ ମନ ଗୁନ୍ଦାଲ ଘାଁଟ୍ ଲାଗୁଛେ ସୁଲ ର୍,ଭୁଜନି ଆଏଁଖ୍ ଗଲେ ଫରକୁଛେ,ବୁପରିର୍ ଥଏ ନେଇଁ ;ବାରବାର୍ କାନ୍ ଯଉଛେ ମୁବାଇଲ୍…
ଦନାର କକାର୍ ଘର୍ ବସବାର୍ ଦଶ୍ ବଛର୍ ହେଇଗଲାନ,ହେଲେଁ ତାଁକର୍ କୁଲେଁ କଷିଟେ ନେଇଁ କି ସୁତିଟେ ନେଇ l ହେତିର୍ ଲାଗିଁ କେତେ ପୂଜାପାଠ୍, ବଦିଆଁ…
ଭାଏ ବୁହେନ୍ ଖେଲୁଛନ୍- -“କାଏଁ କାଏଁ ସାଜୋ ଦେବୁଗୋ ଦଦା ଝୁମ୍’କୁ ଟା…” -“ପଏଁରି ସାରେ ଦେମିରେ ନନି ଭଲେଁ ଥା…” -“କାଏଁ କାଏଁ ସାଜୋ ଦେବୁଗୋ…
ଟାଏଟ୍ କନେ ଲୁକିକରିଁ ସୁସ୍’କି ସୁସ୍”କି କାନ୍ଦୁଛେ ମହକି l ଆଖିଁ ପାଏନ୍ ଢଲ୍ ଢଲ୍ l ମୁହୁଁ ଥମ୍ ଥମ୍ l ଯେନ୍ତା ଜେଠୁ ଢୁକି…
“ଇଟା କାଣା କଲ ରାଣୀ ସୁଦେଷ୍ଣା ! ବାଲୁତ୍ ପୁଓକେ ମୋର୍ ମରନ୍ ମୁହୁଁକେ ଠେଲିଦେଲ ! ଜାନିଛ ତ କୌରବ୍ ପଖେଁ କିଏ କିଏ ଅଛନ୍…
“ମାଁ….! ମୁଇଁ କହୁଛେ ଗୋ….! ଶୁନୁଛୁ କି ନେଇଁ ? ମୁଇଁ କହୁଛେଁ l ମୁଇଁ କହୁଛେଁ ବଏଲେଁ ? ମୋର୍ ନାଁ ତ ଦିଆ ନୁହେ…
“ଭାତ ମୁଠେ ଦିଅ ମାଁ…!” କାହାର୍ ଡାକ୍ ଶୁନିକରିଁ ଘରୁଁ ବାହାରି ଆଏଲା ସୁରଭି l ଦେଖେଲା, ଖାକେଁ ଛୁଆଗୁଟେ ଚେପେଇ କରିଁ ଟୁକେଲ୍’ଟେ ଭାତ୍ ମାଗୁଛେ…
Aamarsahitya is a platform that is built to promote the literature of western Odisha and to have all existing literature data in one place and to give a space to new talent is the sole aim of the platform.
Privacy Policy Terms & Conditions