ଅପରତେ :
©®କ୍ଷୀରୋଦ୍ର କୁମାର ସାହୁ
ତଲି ବେରନାର ମଝି ଆରି
ଭର ଦର ଝକେର କେ
ରୁଥି କରି ରପଟି ବସଲା ବେଲେ ।

ମୁଇଁ ଜାନିଛେ
ହେ ଫେର ଘାଇ କେ ଚିରି ଦେବା ପାଏନ।

ଅବିସ ମତେ ଛେକବାର କେ ପଡ଼ବା
ସୁତ ଘାଇ କେ
ନାଇଁ ତ ସୁସି ନେବା ସବୁ
ଚିତ ପଟାଙ୍ଗ ହେଇ ଟାଂଗର ହେବା ଡୁଲି ।

ଉଁଆରା କାସ କେ
ଅରଥେଇଛେ ବାହାଲ ଜମିନ
ଖିଜାଲାନ ପଂଡକା ଚେରେ ।

ବାହାରି ଭିତିରି ଜୁଏଡ଼ ଥି
ଜୁରି ହେଲେ ଘାଏ
କଁଏଟ ସଲଖାଲେ ସିନା
ନେଇ ତ ହିଁସ କରଚୋ କରବା ଅରକଲେ ପଡି ।

ଭାବର ଭଦରି ର
ଆସାର ବିହନ
ଭଦ ଭଦାବା କି ପୁଖରାବା ।

ମଏନା ତ ଡେଗତେ ଡେଗବା
ପଲହା ଘାରି ନେ ଡରେନ ନାଇଁ ଦେଲେ ।

ସଲଖି କରି ଚାଲ
ନିହେଲେ ଖରଲି ପଡଲେ
ଘୁଗରି ଛାଲ ଫାଟି ଜିବା
ଆଁଠୁ ଗଁଏଟ ଖଂଡିଆ ହେଇ ।

ବରପିଟା, ପାଟଣାଗଡ଼
ବଲାଙ୍ଗିର
ମୋ-୯୮୬୧୮୫୨୫୮୭

 

 

Spread the love

Leave a Reply

Your email address will not be published. Required fields are marked *

error: Content is protected !!