•         ଭାରତ ବର୍ଷର ପହେଲା ରଜା ହେଲେ ରଜା ବୈବସ୍ୱତ ମନୁ lତାକର ୧୦ଟା ପୋ,ଝି lସେ ଭିତରୁ ଝି ଗୁଟକ ହେଲେ ଇଲା l ବୈବସ୍ୱତ ମନୁ ତାକର ରାଜୁତି ପରେ ରାଏଜ କେ ଦଶ ଭାଗ ଥି ବାଁଟିନେଲେ ଦଶି ପୋ ଝି ଭିତରେ l

ଝି ଇଲା କର ୪ ଟା ପୁଓ l ସାନ ପୁଓ ଟା ହେଲେ ବିନିତାଶ୍ୱ l ମା ଇଲା କର ନାଁ ହିସବେ ଐଲ ବଂଶର ନାଁ ଥି ନାମିତ ହେଲେ ସେ l ବିନିତାଶ୍ୱ ତାକର ଭାଇ ଭାଗ ପାଇକରି ଦକ୍ଷିଣ କୋଶଲ ରାଏଜର ରଜା ହେଲେ l ନୂଆ ରାଜଧାନୀ ବନାଲେ ଆର ତାକର ନାଁ ହିସାବେ ନାଁ ଦେଲେ ବିନିତାପୁର l ଯେନଟାକି ଆଝିରର ଆଧୁନିକ ବିନକା l

 

ଉମାକାନ୍ତ ଭୋଇ

ପଡା ,ବିଜେପୁର ,ବରଗଡ଼

ମୋ: 8984320964

 

 

Spread the love

Leave a Reply

Your email address will not be published. Required fields are marked *

error: Content is protected !!