ଉଠ୍ ଉଠ୍ ମୋର୍ ଧରମ୍ ଭାଇ

ନାଇ ରହ ଆର୍ ପଡ଼ି

ତତୁ କର୍ ତୋର୍ କବାର୍ କାମ୍

ସମିଆ ଗଲା ଯେ ଚଢି

 

ଇଜ୍ଜତ୍ ମହତ୍ ମାନ୍ ସମ୍ମାନ୍

ଜୀବନ୍ ଥିଲେ ଯାଇ ଜୀବକା

ଭାବ ପ୍ରେମ୍ ସାଙ୍ଗେ ଲୟ ଧରିଥିବୁ

ପାଇଛୁ ଜୀବନ ର ମଉକା

 

ଲକ୍ଷେ ତାରା ଉଦି ଜନ୍ ସାଙ୍ଗେ ରେ

ନାଇଁ ହେଇପାରନ୍ ଜୁଝି

ମେହେନତ୍ କର୍ଳେ ସୁଫଳ ପାଇବୁ

ତୁଇଭି ପାଇବୁ ବୁଝି

 

କରମ୍ କର୍ଲେ ଦଇବ ସାହା ହେ

ସୁଇଲା ପୋଅ କେ ହାଏ

ଧରମ୍ ବୁଝି କରମ୍ କର୍ଲେ

ତୋର୍ ହେବା ଜୟ ଜୟ

ତୋର୍ ହେବା ଜୟ ଜୟ

‌——–📵———

 

 

 

Leave a Reply

Your email address will not be published. Required fields are marked *

error: Content is protected !!