ତୋର ଚେହେରା

ଆଏଜ ବି ସୋରପଡସି ll

କଲା ଚକଚକ ସପୁର ଦେହେ
ଆଏଜ କାଲର ଛଅ ଚେଦିଆ
ହିରୋ ମେତାନ
ଦୁଇ ହତିଆ କରିଆ ଖନେକ
ରୁଗଡି ବାଟର ଧୁଇଲ ଲେଖେ ବାଏଲ ll

ତାର ବୁଆ ଖାଏବା
ପାଁଚ ମାନ ଫୁଳାଲିଆ
ଅଧା ଗଦରା ଗୁର
ହଗେଇ ହେଇ ନି ମର୍ସିଯେ
ଜୀବନକେ ଲୁଭ ନାହେଁନ
କାହାର ଶକତ ଥିଲା
ସକାଳ ସକାଳ
ସୁଲେ ଖୁଦର ଠଟା “ଖୁରେ ଚା
ଜିରେଇ ଦେବା ll

କୁକରାଡଖିଆ ନୁ ବେଳ ଉଲଟାତକ
ନଙ୍ଗଲ କଁଟ ଜାକିଧରବା ll

ହଲିଆ ଗୀତ କେ ହୁରିଆ କରା
“ତିନ କୁଡି ଦଶ ବାସନା ଧାନ
“ଦୁଇ କୁଡି ଦଶ ମୁଗ
“ଏକ କୁଡି ଦଶ ଚନା, କାନ୍ଦୁଲ
କେତେ ରକମ ରକମିୟା କଥା
ବାଟେଘଟେ ଭେଟ ପଡ଼ଲେ
” ଧର ଶଳାକେ ମାର ଗେଡା
ହେ କେଁ ଜାନେ ମୁରୁଖ ବେଡା ll

ତପନ କୁମାର ସାହୁ
ଟକାରୁମାଲ
ସମ୍ପାଦକ : ଅ ‘ ପତ୍ରିକା

ମୋ- 7328001575

Spread the love

By Tapan Sahu

ଆମେ ଲେଖମା କୋଶଲି, ଆମର ଭାଷା ଅସଲି

Leave a Reply

Your email address will not be published. Required fields are marked *

error: Content is protected !!