କବିତା- ପୁଷ୍’ପୁନି
**************
ତିହାର୍ ଭିତ୍’ରୁ ତିହାର୍ ଟେ
ଆଏ ଆମର୍ ତିହାର୍ ପୁଷ୍’ପୁନି
ସକାଲ୍ ପୁହା ନୁ ବେଲ୍’ବୁଡା ତକ୍
ସମ୍’କିରର୍ ମନ୍ ନେସି ଘିନି…..!
ବେଲ୍’ଉଦା ଉଦା ଭଲ୍’ଲାଗ୍’ସି
ଛୁଆକର୍ ଛେର୍’ଛେରାର୍ ଶବଦ୍ ଶୁନି
ଯିଏ ଯେନ୍ତା ଦେସନ୍ ଛୁଆକୁ
ଧାନ୍ ଦିରା ଦିରା ଆନି ଆନି…!
ଘରେଘରେ ଭି ରକମ୍ ରକମ୍
ପିଠାପନା ହେସି ଛନାଛୁନି
ଭୋକ୍ ସବୁ ମରିଯାଏସି
ଖାଇ ଖାଇ ସବୁ ମନ୍ ମାନି….!
ଯେନୁ ଯେନ୍ତା ଶିକାର୍ ତୁନ୍
ହେସି କେତେ ରନ୍’ହା ରୁନ୍’ହି
ପେଟ୍ ପୁରା ଖାଇସାରିକରି
ଖେଲ୍’ସନ୍ କେତେ ଡଣ୍’ହା ଡୁଣ୍’ହି….!
ମଉଜ୍ ମଜ୍’ଲିସ୍ ଥି ଯାହାକେ ଯେତେ
ହେଇ ଥିସନ୍ ସଭେ ଉଷତେ ଫାନି
ଇ ଦିନ୍ ଟା ଭୁଲି ନେ ହଏ
ହଉଥିସନ୍ ସଭେ ହୁର୍’ଗୁନି…!

ବିଶ୍ଵନାଥ ଭୁଏ
କେଶାଇପାଲି, ଭଟଲି
ଜିଲ୍ଲା – ବରଗଡ଼, ମୋ – ୯୬୬୮୮୭୮୫୮୮

Spread the love

Leave a Reply

Your email address will not be published. Required fields are marked *

error: Content is protected !!