ଇ ଜୀବନ ର ଗୁପା ଗୁନ୍ଦଲା
ଭାଗ ଦଉଡ଼ ଭିତରେ
ମୁଇଁ ଟି କେ ରହି ଯାଏସି,
ଛନେ ଥାବେ ବସି ଯାଏସି,
ନିଜର ଜୀବନ କେ ପାଖୁ
ଦେଖବାର ସାହସ ଜୁଟାସି,
ଗୁଟେ ସପନ କେ ସତ କରଲା ବେଳକେ
ହଜାରେ ସପନ କେ ଭି ଦେଇଛେ ମାରି
ଗାଁ ଗାଁ ସହର ସହର
ଘାଟ ଘାଟ ପାଏଁନ
ଛାତି କେ କଅଁଲ କଲେ
କେତେ ଲୋକ କରି ଦେସନ ଘା
ପଖନ କଲେ ଭି କାନା ମିଳବା ??
ଫେର ନିଜେ ହିଁ ନିଜର ବୁଚକା ବୁହା
ଚାଲି ଥାଉ
ଇଟା ହିଁ ଟା ଜୀବନ ଆଏ
ଫେର ଚାଲମି, ଦଉଡ଼ମି
ଅଥା ଲାଗଲେ ଫେର ଛନେ ବସି ଜିମି ||🙏🏼🙏🏼

Leave a Reply

Your email address will not be published. Required fields are marked *

error: Content is protected !!