ଦେଖ୍ ଜୀବନ୍ କେ
ଫଟୁ ଟେ ହେଇ ହସୁଛେ
ତ କେଭେ କେନ୍ତା
ଭାଗ୍ୟରେଖା ଭିତରେ ସର୍ପଟି ଶୁଇ ପଡିଛେ !!
ମନ୍ ଚାହି ରଙ୍ଗ୍ ରଚେଇ ପାରୁଥିଲେ
ହସୁଥିସି ସେ ଫଟୁ;
ଆର୍ ଠିକ୍ ରଙ୍ଗ୍ ଯୁଟେଇ ନେ ପାରୁଥିଲେ
ସବୁ ସେ ଭାଗ୍ୟର୍ ଦୋଷ୍ ।
@ ଆଶୁତୋଷ ମେହେର
A Platform for Odia Poets
ଦେଖ୍ ଜୀବନ୍ କେ
ଫଟୁ ଟେ ହେଇ ହସୁଛେ
ତ କେଭେ କେନ୍ତା
ଭାଗ୍ୟରେଖା ଭିତରେ ସର୍ପଟି ଶୁଇ ପଡିଛେ !!
ମନ୍ ଚାହି ରଙ୍ଗ୍ ରଚେଇ ପାରୁଥିଲେ
ହସୁଥିସି ସେ ଫଟୁ;
ଆର୍ ଠିକ୍ ରଙ୍ଗ୍ ଯୁଟେଇ ନେ ପାରୁଥିଲେ
ସବୁ ସେ ଭାଗ୍ୟର୍ ଦୋଷ୍ ।
@ ଆଶୁତୋଷ ମେହେର
Retd. Asst General Manager of SBI. Write in Sambalpuri/Koshli & Odia.Published one Sambalpuri/Koshali poem book.....ମନ ର ଫଗୁ ରଙ୍ଗ. Also one Odia poem book....ପ୍ରେମ ପଳାଶ ଫୁଲର
Aamarsahitya is a platform that is built to promote the literature of western Odisha and to have all existing literature data in one place and to give a space to new talent is the sole aim of the platform.
Privacy Policy Terms & Conditions
© 2025 All rights reserved. Created with ❤️ By Adify Technologies
Nice