ଆମେ ଖାଏସୁଁ ସବୁଦିନେଁ
ତୁମେ ଖାଏସ ଦିନେ,
ପଖାଲ୍‌ ଖିଆ ଫଟୁ ଛାଡ଼୍‌ସ
ବଲ୍‌ବେ ବଲିଁ ବନେ।
ବାକି ଦିନେଁ ପିଜା, ବର୍ଗର୍‌
ଖାଏସ ଅର୍ଡ଼ର୍‌ କରି,
ଅଫିସ୍‌ ଗଲେଁ କେନ୍‌ ଅଫିସର୍‌
ନେସି କେଁ ପଖାଲ୍‌ ଖୁରି ?
ବାସି ପଖାଲ୍‌ ଖାଇକରିଁ
ଗରିବର୍‌ ଦେହେ ବଜର୍‌,
ପଖାଲ୍‌ ଦିନ୍‌ ପାଲନ୍‌ ଉଧେଁ
ନେଇଁ ପକାବ ନଜର୍।

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!