ଭଣାର କୁନିଆ ମେଘ ଆ
:::::::::::::::::::::::::::::::
ଆରେ ଭଣାର କୁନିଆ ମେଘ ଆ
ଗରଜି ଘୁମରି ଆ ଆ
ତପତ ମାଏଟ ଶୀତଳ କରି
ରୋଗ ବେମାର ସବୁ ଖା ll

ନଏଦ ନଲିଆ ସୁକି ଯାଇଛେ
ଭରତି କରିକିନା ଯା
ବାଟଛାଡି ଥିଲୁ ଧରତି ଫୁନି
ଉଲଟି କିନ୍ଦରି ଆ ଆ ll

ଖାଙ୍ଗିଥିଲା ବୋଲି ପାଏନ ଖେତେ
ପାଏନ ଯାକର ସୁକଲା
ଯେତକି ଭାଙ୍ଗବୁ ଭାଙ୍ଗ ପଛେକ
ମଏଲା ସବୁକେ ଉହୁଁଲା ll

ତକେ ଟାକିଛେ ନଙ୍ଗଲ ଯୁଏଡ଼
ହସୁଛେ ଆଏଜ ଦେଖି
ତର ମହନୀକେ ବେଙ୍ଗର ରାନୀ
ଦେଉଛେ କେତେକ ଲେଖି ll

ସପନି ଭରମି ପାଇଛେ ବଲି
ହସଛେ ଚଷାର ମନ
ତୁଇ ନାଚଲେ  ଗହକି ମନରେ
ଉଛଲିବା ତାର ଧନ୍ ll

ତପନ କୁମାର ସାହୁ
କଲାହାଣ୍ଡି
ମୋ :୭୩୨୮୦୦୧୫75

By Tapan Sahu

ଆମେ ଲେଖମା କୋଶଲି, ଆମର ଭାଷା ଅସଲି

Leave a Reply

Your email address will not be published. Required fields are marked *

error: Content is protected !!