ତୋର୍ ଭାଗେଁ ସୁଖର୍ ସପନ୍,
ମୋର୍ ଭାଗେଁ ଦୁଖର୍ ଭରନ୍।
ତୋର୍ ଭାଗେଁ ଖଣ୍ ଖିର୍‌ସା,
ମୋର୍ ଭାଗେଁ ସୁଖା ଅଏର୍‌ସା।
ତୋର୍ ଭାଗେଁ ଖିରି,ପୁରି,
ମୋର୍ ଭାଗେଁ ସୁଖା ମୁର୍‌ହି।
ତୋର୍ ବାଟେଁ ଫୁଲର୍ ପର୍‌ନା,
ମୋର୍ ବାଟେଁ କଁଟାର୍ ଦସ୍‌ନା।
ତୋର୍ ଭାଗେଁ ମାର୍ବଲ୍‌ ଦିଆ,
ମୋର୍ ଭାଗେଁ ଛିତ୍‌କା କୁରିଆ।
ତୋର୍ ଭାଗେଁ ମାନ୍ ସମ୍ମାନ୍,
ମୋର୍ ଭାଗେଁ ନିନ୍ଦା ଅପମାନ୍।

କାରଣ୍‌-
ତୁଇଁ ଅଉ ମାଲିକ୍‌,
ମୁଇଁ ଆଏଁ ଶ୍ରମିକ୍‌।

– ପ୍ରସନ୍ନ ରଣା

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!