ମୋର୍ ମନ୍ ଭିତରେ
ସତ୍ ବୁଦ୍ଧି ଭରିଦେଉଥିସି,
ହାତ୍ ଧରିକରି
ସତର୍ ବାଟେ ନେଇଯାଉଥିସି,
ମୋର ଜୀବନର୍ ହରେକ୍ ଘଡିକେ
ଝଟକଉଥିସି ହରମେସା !!
ମୁଇଁ ଘଡି ଲେଖେନ୍ ଚାଲୁଥିଁସି
ସବୁ କାମ୍ କରୁଥିଁସି
ତା’ର୍ ଆଦେଶ୍ ନେଇକରି….
ମୋର ମହାପ୍ରୁ ର୍ !!
@ ଆଶୁତୋଷ ମେହେର
A Platform for Odia Poets
ମୋର୍ ମନ୍ ଭିତରେ
ସତ୍ ବୁଦ୍ଧି ଭରିଦେଉଥିସି,
ହାତ୍ ଧରିକରି
ସତର୍ ବାଟେ ନେଇଯାଉଥିସି,
ମୋର ଜୀବନର୍ ହରେକ୍ ଘଡିକେ
ଝଟକଉଥିସି ହରମେସା !!
ମୁଇଁ ଘଡି ଲେଖେନ୍ ଚାଲୁଥିଁସି
ସବୁ କାମ୍ କରୁଥିଁସି
ତା’ର୍ ଆଦେଶ୍ ନେଇକରି….
ମୋର ମହାପ୍ରୁ ର୍ !!
@ ଆଶୁତୋଷ ମେହେର
Retd. Asst General Manager of SBI. Write in Sambalpuri/Koshli & Odia.Published one Sambalpuri/Koshali poem book.....ମନ ର ଫଗୁ ରଙ୍ଗ. Also one Odia poem book....ପ୍ରେମ ପଳାଶ ଫୁଲର
Aamarsahitya is a platform that is built to promote the literature of western Odisha and to have all existing literature data in one place and to give a space to new talent is the sole aim of the platform.
Privacy Policy Terms & Conditions
© 2025 All rights reserved. Created with ❤️ By Adify Technologies