ଖଟେଁ ବସେଇକରିଁ ଗଙ୍ଗୋ ଚି…
ଗାଧି ଗଲେଁ କୁରୋବାଲୋ,
ଖାଏଲା ବେଲ୍‌କେ ଗୁଲୁବାଟୁ କରିଁ
ଖୁଏଇଦେସି ପଲୋପଲୋ।

ଶୁଖାଥିଁ ଶୁଏଇ ଉଦାଥିଁ ଶୁଇସି
ରାଏତ୍‌ ସଏର୍‌ତା ଚେତି,
ରାହା ଧରି ଛୁଆର୍‌ କାନ୍ଦି ଶୁନିନେଲେଁ
କର୍‌ତି ହେସି ଯାହାର୍‌ ଛାତି।

ଯାହାର୍‌ ପନତ୍‌ କାନି ରଖ୍‌ସି ଢାପିଛାନି
ଅଣୋତଲ୍ ଗୁଟେ ଗଡ଼୍‌,
ଦେଇ ଜାନିଛେ ଯେ ମାଗି ନେଇଁ ଜାନି
ଧର୍‌ତୀନୁଁ ଭି ଆଏ ବଡ଼୍‌।

ଫୁଲ୍‌ନୁଁ ଭି କଅଁଲ୍‌ ଜନ୍‌ନୁଁ ଭି ଶୀତଲ୍‌
ଗୁଟେ ଅଖରେଁ ଯା’ର୍‌ ନାଁ,
ସେ ଆଏ ପରେ ମାଁ…
ସେ ଆଏ ପରେ ମାଁ…।

– ପ୍ରସନ୍ନ ରଣା

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

One thought on “ମାଁ”
  1. Howdy very cool web site!! Man .. Excellent .. Amazing .. I’ll bookmark your website and take the feeds additionally…I am satisfied to find a lot of useful information here within the post, we need develop extra strategies in this regard, thanks for sharing. . . . . .

Leave a Reply

Your email address will not be published. Required fields are marked *

error: Content is protected !!