ମିଳଳା ଟାକେଁ ଛାଡ଼ସି କେଁ

——————————-

ଆଏଜ ମିଳିଛେ ମାକେ

ଖାଏମି ଭରତୁନ ସଁକେଁ

ମିଳଳା ଟାକେ ଛାଡ଼ସି କେଁ ll

 

ବଛର ବଛର କରି କେତେ ବଛର

ଖଏତାର ପରେ ମିଳିଛେ

କେନ୍ଦୁ,ଚାହାଁର, ବେଳ

ନିମ ଫୁଲକେ ରକମିୟା ଯାକ

ପେଟ ପୁରତୁନ ଖାଏମି

ସକ ଭରତୁନ

ମିଳଳା ଟାକେଁ ଛାଡ଼ସି କେଁ ll

 

ଜୁରାରୁମା ଚାଁଟି ବାଗିର

କେଁନ କେଁନ କଉରେସ

ଇନ୍ତି ସିନ୍ତି…

ଜନ କେ ତରା

ମାକର ବିହା

କୁଳିଆ ମାମୁ ନାଚସି

ମାମୁ ଭି କଚା ଲୁଭି

ମିଳଳା ଟାକେଁ ଛାଡସି

ଆଏକର ମିଳିଛେ ଭରତୁନ ଖେସି

ମିଳଳା ଟାକେଁ ଛାଡ଼ସି କେଁ ll

 

ତପନ କୁମାର ସାହୁ

ସହ ସମ୍ପଦକ,, “ଅ-ପତ୍ରିକା ”

କଳାହାଣ୍ଡି

ମୋ -7328001575

Spread the love

By Tapan Sahu

ଆମେ ଲେଖମା କୋଶଲି, ଆମର ଭାଷା ଅସଲି

Leave a Reply

Your email address will not be published. Required fields are marked *

error: Content is protected !!