ମୁ ଖୋଜୁ ଖୋଜୁ କାହାକୁ ଏମିତିକା

ହଠାତ୍ ଦେଖିଲି 

ବହି ମୁହଁ ର ପ୍ରଥମ ପୃଷ୍ଠା ରେ ତୁମର ନାଁ

ଆଉ ଏକ ସୁନ୍ଦର ଚେହେରା………………

ସେ ଚେହେରା

ସତେ ଅବା ଲଗୁଥିଲା

ଶତ ମୁକ୍ତା ର ଝଟକ

ଆଉ ଝରୁଥିବା 

ଆକାଶ ରୁ

ରୂପେଲି ଜଂହ ର ଶିତଲ ଚମକ……………..

ତା ଚାହାଣୀ 

ରେ ଭି ଥିଲା ଏକ ଅକୁହା ଗଳ୍ପ

ଓଠ ତାର

ଯେମିତି ଅଳ୍ପ ଅଳ୍ପ ବର୍ଷା ର ଆଲାପ

ଆଉ ମିଳି ମିଳି 

ହସୁଥିବା ବଗିଚା ର ସଜ ଗୋଲାପ

ସପ୍ନ ଅବା କି ସତ,

ମୁ ଭାବୁ ଭାବୁ ତୁମକୁ ଏମିତିକା

ହଠାତ୍ ଭାବିଲି

ସପ୍ନ ର ବନ୍ଧୁତ୍ବ  ରେ ଯୋଡିବାକୁ

ଆଉ ସେ ଦିନୁ 

ବୋଧହୁଏ ତୁମେ ଯାଇଛ ମିଳି……………………

Spread the love

By Prashant Meher

Author by Nature, Multiple Awards Winner in Philosophy.

One thought on “ମୁ ଖୋଜୁ ଖୋଜୁ କାହାକୁ ଏମିତିକା”
  1. ତୁମେ ଯାହା ମାଗିଲ, ହୃଦୟ ଉପସ୍ଥିତ ହୋଇଗଲା, ତୁମେ ଗନ୍ତବ୍ୟ ସ୍ଥଳକୁ ଗ୍ରହଣ କରିଛ ଏବଂ ଯାତ୍ରୀ ହୋଇସାରିଛି ..
    ଦେଖ ଯାତ୍ରା ଆରମ୍ଭ ହୋଇଛି ହମସଫର ତୁମେ ଗୟା ଲୋ ଯାତ୍ରା ଆରମ୍ଭ ହୋଇଛି, ତୁମେ ମୋର ବନ୍ଧୁ ..
    ହୃଦୟ ଅସ୍ଥିର ହୋଇଯାଇଛି, ବର୍ତ୍ତମାନ କଣସି ସ୍ଥାନରେ ବିଶ୍ରାମ ଅଛି, ଯଦି ତୁମେ ସେଠାରେ ନାହଁ ତେବେ ହୃଦୟ ଭାବୁଛି,
    ତୁମର ସକାଳ ଏବଂ ସନ୍ଧ୍ୟା ଅଛି, ତେଣୁ ତୁମେ ପ୍ରତ୍ୟେକ ମୁହୂର୍ତ୍ତରେ ମୋ ସହିତ ଯୋଗ ଦେଇଛ …
    ଯେହେତୁ ତୁମର ବାହୁ ସହଜ, ରାସ୍ତାଟି ସୁଖଦ, ମୋର ସକାଳ ହୃଦୟସ୍ପର୍ଶୀ, ପ୍ରତ୍ୟେକ ସନ୍ଧ୍ୟାରେ, ମୁଁ ମଧ୍ୟ ଜୀବନର ଭଲତା ବିଷୟରେ ଅବଗତ ହୋଇସାରିଛି, ତୁମେ ହମସଫର ହେବା ପରଠାରୁ ଯାତ୍ରା ଆରମ୍ଭ ହୋଇଛି ….

Leave a Reply

Your email address will not be published. Required fields are marked *

error: Content is protected !!