କଇଁ, ବୟସ୍ ମାତ୍ର ୧୫ ଟା, ଘର୍ କରି ଯିବାର୍ ବତିରିଆ ହେଲା ନ ପରେ ! ତାର୍ ଗୁରା ଧଗ୍ ଧଗ୍ ଦିହିଁ କେ ବେଟି ନଉଥିସି ଲାଲ୍ ଜର୍ ଜର୍ ସିପନ୍ ସାଢୀ । କଲା ଝିମ୍ ଝିମ୍ ବାଲ୍ ଅଁଟେ ପଡୁଛେ,ତାର୍ ଗୁଡର୍ ପାୟଲ୍ ଛମ୍ ଛମ୍ କଲେଁ, ବାଟେଁ ଚାଲି ଯଉଥିବାର୍ ବୁଢା ମୁନୁଷ୍ ମନେ ଭି ଉଲ୍’ଟି ଦେଖ୍’ସନ୍।
କଇଁର୍ ବୁଆ,ମାଁ ନାଇଁନ ତାର୍ ଛୋଟ୍ ଛୋଟ୍ ଭାଏ ବୁହେନ୍ ମନ୍ କର୍ ଲାଗିଁ ବଲିଁ କଇଁ ସଜେଇ ହେସି । କଇଁ କେ ଏନ୍ତା ସଜେଇ ହେବାର୍ ଟା, ଚଁଏଣ୍ ପାଲିସ୍ ଲଗାବାର୍ ଟା, ଆଖି କଜଲ୍ ଲଗାବାର୍ ଟା ତାର୍ ରଚେ ପସନ୍ଦ ନାଇଁ ହେଲେଁ ତାହାକେ ସଜେଇ ହେବାର୍ କେ ପଡବା,କେଁ ହେଲା ଯେ କି ତାହାକେ କିହେ ନାଇଁ ଡାଖ୍’ବାର୍ ଘରର୍ କବାର୍ ଭୁତା କର୍’ବାର୍ ଲାଗିଁ ।
କିହେ କାହାର୍ ଘରେ କବାର୍ ନାଇଁ ଦିଅନ୍ ବଲିଁ ଭେଲ୍ କିଏ କିଏ ଆସିକରି ତାର୍ ଘରେଁ ତାହାକେ କବାର୍ ଭୁତା ଦେବେ କେଁ ବଲିଁ କଇଁ ବାଟ୍ ଦୁଆରେଁ ବସି କଇଁ ଦର୍ପନ୍ ଦେଖୁଛେ ।।।
ତାପସ ରଞ୍ଜନ ସାହୁ