“ଜନାଁ ନାଇଁ”
___________________
ଘୁରୁଛେ ପୁର୍’ଥି ହେଲେଁ
କାହାର୍ ଯନା ନାଇଁ
ତୋର୍ ମୋର୍ ଥିଁ ସକାଲ୍ ହଉଛେ
କାହାକେ କିଛି ମନା ନାଇଁ
କିଏ ମନଉଛେ ଜନମ୍ ଦିନ୍ ତ
କେନୁ ଶମ’ସାନ୍ ଘାଟେ ଜମକ୍
ସାଧାରନ୍ ଜନ୍’ତା ବାଟେଁ ଗଲେ ବି
ଲାଠିର୍ ସଂଗେ ଧମକ୍
ପେଟର୍ ଲାଗି ଆହାର୍ ଚୁରି ଇନ
ଦେଖନ୍ ଲାଗି ଲୁଟ୍
ବଏସ୍ ଲାଗି ସେନେହେ ଚାହି
ନାଇଁ ମେଟୁଛେ ଭୋକ୍