” କବିତା-ହଜିଯାଏତିଁ କାଏଁ? “
_____________________

ଘାଏ ହଜିଯାଏତିଁ କାଏଁ??
ସକାଲର୍ ଧାଜ୍ ଆସି ପଡୁଥିବାର୍ ଉଜୁଲ୍ ଭିତ୍’ରେଁ
ଶବଦର୍ ଚିନ୍ହ୍ ବନ୍ ଯେନେ ନାଇଁ ଥିତା,
ନାଇଁ ଥିତା ଯେନେ ତୋର୍-ମୋର୍ ଭିତ୍’ରେଁ ପାତର୍ ଅନ୍ତର୍

ଘାଏ ହଜିଯାଏତିଁ କାଏଁ??
ସୁଲ୍ ସୁଲିଆ ପବନ୍ ଆର୍ କୁଳ୍-କୁଳ୍ ଝ’ରନ୍ ଭିତ୍’ରେଁ?
ଯାନିଁ ପାର୍’ତିଁ ତାର୍ ଭଲ୍-ଅସାର୍
ବୁଝ୍’ତିଁ ଘାଏ ହୁରୁଦ୍ ଫଟା ରଡିର୍ ଦୁଃଖ୍

ଘାଏ ହଜିଯାଏଁତି କାଏ??
ଦୁନିଆ ଦେଖ୍’ବାର୍ ଆଘୋନୁଁ, ଜୀବନ୍ ହରଉଥିବାର୍ ଛୁଆର୍ ମନ୍ ଭିତ୍’ରେଁ
ସକ୍’ଲିଁ ପାର୍’ତିଁ କେଁ ବିଧାତାର୍ ନିୟମ୍ ସବୁ
ଘର୍ ଯାନି, ଜୀବ୍ ଯାନି ଭିନ୍ ଭିନ୍ କୁଟି କୁଟି ନିୟମ୍ ଇନେ
ଉନା ପେଟେଁ ଓଦା କପ୍’ଡାର୍ ତପ୍’ତି ଥିଁ ,
ଘାଏ ହସେଇଁ ପାର୍’ତିଁ କାଏଁ??
ଘରେ ଘରେ ପୁରେଁ ପୁରେଁ??

କେନୁଁ ଆସିଛେଁ
କାଏଁଯେ ମୋର୍ ଜନମ୍,
କିଏ ପଠେଇଛେ, କାଣା ମୋର୍ ପତା?
ଘାଏ ଯାନିଁ ପାର୍’ତିଁ କାଏଁ ଇ ସବୁର୍ ଉତ୍ତର୍?
ଘାଏ ହଜିଯାଏତିଁ କାଏଁ??
କେଭେଁ କେଭେଁ ମୋର୍ ଭିତ୍’ରେଁ।
ସଥେଁ ହଜିଯାଏଁତି କାଏଁ…………………..???

-ଆରତୀ ସାହୁ

By Arati Sahu

You know me as an "Anchor " ,my voice has reached upto you.Some of you might have called me SambalpuriJhiArti .

Leave a Reply

Your email address will not be published. Required fields are marked *

error: Content is protected !!