“ଜନାଁ ନାଇଁ”

___________________

ଘୁରୁଛେ ପୁର୍’ଥି ହେଲେଁ
କାହାର୍ ଯନା ନାଇଁ
ତୋର୍ ମୋର୍ ଥିଁ ସକାଲ୍ ହଉଛେ
କାହାକେ କିଛି ମନା ନାଇଁ

କିଏ ମନଉଛେ ଜନମ୍ ଦିନ୍ ତ
କେନୁ ଶମ’ସାନ୍ ଘାଟେ ଜମକ୍
ସାଧାରନ୍ ଜନ୍’ତା ବାଟେଁ ଗଲେ ବି
ଲାଠିର୍ ସଂଗେ ଧମକ୍

ପେଟର୍ ଲାଗି ଆହାର୍ ଚୁରି ଇନ
ଦେଖନ୍ ଲାଗି ଲୁଟ୍
ବଏସ୍ ଲାଗି ସେନେହେ ଚାହି
ନାଇଁ ମେଟୁଛେ ଭୋକ୍

ଦିନ୍ କାଳ୍ ଆଏଜ୍ ଦୁଷି ସାଜିଛେ
ଦୁଷି ସାଜିଛେ ପଣ୍ଡିତ୍
ଗ୍ରହ ନକ୍ଷତ୍ର ବି ମୁହୁଁ ଫୁଲେଇ
ସଭେ ଯେଇଛନ୍ ବସି

ମରନ୍ ମରନ୍ ଥିଁ କାଲ୍ ପଡୁଛେ ,
ପୁଓର୍ ହାଥେ କେନୁ ନିର୍’ମେଲ୍ ମିଲୁଛେ
ସବୁ ବୁଦ୍ଧି ବେଉସା ଅଚଲ୍
କାହାକେ କହେବୁ କେନୁ ମୁଲ୍ କର୍’ବୁ
ଯାହାର୍ ଦୁଃଖ୍ ତାହାକେ ବଡ୍

-ଆରତୀ ସାହୁ
ଭବାନୀପାଟଣା

Spread the love

By Arati Sahu

You know me as an "Anchor " ,my voice has reached upto you.Some of you might have called me SambalpuriJhiArti .

Leave a Reply

Your email address will not be published. Required fields are marked *

error: Content is protected !!