ନୂଆଁଧାନ୍ ଚାଷିର୍ ମାନ୍
ବୁଚ୍କା ପିଢାଁ ବାନ୍ଧି ଶରାବନ୍
ପଲାଲା ତୁଲିଆ ଚିରି
ନୂଆଁଖେଇର୍ ଡାଖ୍ ସୁନି କରି ଭୂଦୋ
ଅଉଛେ ରଥ୍ ଚଢି  ।।
ଭୂଦୋ ରଜା କେ ନୁଆଁଖେଇ ଦେଖି
ସଜ୍ବାଜ୍ କେତେ ହୁଏ
ଲେଢି ଛମ୍କା ସାଗୁଆ କପ୍ଟା ପିନ୍ଧି
କାଏଁସ୍ ଫୁଲର୍ ମକୁଟ ପିନ୍ଧେ ।।
ନୂଆଁଖେଇର୍ ବୁହେନ୍ ଅପରାଜିତା
ଭୂଦୋ କେ ଛେକିଁଛେ ବାଟ୍
କଇଁ ସାନ୍ ସାଲି ବଢା ଲାଜ୍କୁରୀ
ବାଟ୍ ଛେଁକା ଥିନ୍ ମାଗୁଛେ ପାଟ୍ ।।
ନୂଆଁଖେଇ ଯେ ଦିହେଁ ବୁହିଲା
ଧର୍ବା କୂଲେଁ, ଖାକେଁ
ଭୂଦୋ ବିଚିରାର୍ ନୁ ଚଷାର୍ ଯହ ଉଷତ୍
ଧାନ୍ କେରା ଦେଖି ଗଛେଁ  ।।
ଚଷା ପିଲା ଆଏଜ୍ କେତେ ଗହଗହ
ସରଗର୍ ସୁଖ୍ କିଏ ପଚ୍ରେ
ଗଣାବଜା ସାଙ୍ଗେ ଦୁଲ୍ଦୁଲି ବଜା
ନୂଆଁଖେଇର୍ ଅଁଟା ହଲେ  ।।
ତାପସ

By Tapas Ranjan Sahu

"I always like to express my emotion,anger and happiness on paper."

Leave a Reply

Your email address will not be published. Required fields are marked *

error: Content is protected !!