“ବର୍ଷା”  📝 ଦୁଇ ମନ ର କଥା……

“””””””””””””””””””””””””””””””””””””””””””””

ସୁନୁଛୁ ସଜନୀ , ରଝୋ -ରଝୋ କରି

ଦେଖ୍’ତ ବର୍ଷା ପାଏନ୍

ଚଲେଇ-ଚଲେଇ, କେତେ ମୁଇଁ ଚଳାବି

ଢ଼ିଲା ହେଲା ,ସେକେଲ୍ ଚେନ୍

ନାଇଁ ଲାଗୁଚ୍ଛେ ଗା’ ଅଏନ୍

ବୁଢ଼ା ମୁଇଁ ହେଲିନ, କେତେ ଆର୍ ବାହିବି

 ଥିଲେ ଯେତେ ହେଲେ ମାଏନ

ହଏ ଗୋ ଧଙ୍ଗରା ବୁଢ଼ା ହେଲି ବୋଲି

ଛୁଛା-ଥି ହେଉଛ ଘାଟି

ଚାଲି-ଚାଲି ଦୁହେଁ, ବାଟ ସାରିଦେମା

ଇଏ-ତ’ ଆମର ମାଁ’ ମାଟି

ଉଢେ ଦେମି ଛତା ପଟି

ବର୍ଷା ଥମିଗଲା, ବାଟ ଚାଲ୍-ମା ଗୋ’

ନୁହେଁ ଆମର୍ ଫଟ୍-ଫଟି

ଠିକ୍ କହୁଛୁ ଗା’ _ମୋର୍ ମନର୍-ମଇନା

ରହି ଯାଁଉ ଘଡେ ଛନେ

ବର୍ଷା ଥମିଗଲେ ବାଟ ଚାଲମା ଗା’

ବୁଝେଦେଲୁ ମୋର୍ ମନେ

ତୁଇ ଆଉ_ ଖାଲି ଝନେ

-ମନର୍ କଥା କେ’ମୋର୍ ,ବୁଝି-ନାଇଁ ପାରନ୍

ଦେଖିଛେ କେତେ ଜୀବନେ

ସଖ୍-ଲି ପକଗୋ ମୁଡ଼ର୍ ପଗିଡି

ବନେ କରି ଗଏଟ୍ ମାର

ଭାବେ ମୁଇଁ ବସିଛେ,ତମର୍ ପଛାଡେ ଗୋ’

କଲେ-କଲେ ପେଡେଲ୍- ମାର

ବର୍ଷା କଲା କଲବଳ

ଗଛ’ ର ଛାଇ ଲେଖେ ତମର-ସାଙ୍ଗେ ଥିବି

ସାଙ୍ଗେ ନେଇ ମତେ ଚାଲ

ହଇ ଗା’ ସଜନୀ ନୁହେ ତ କଥାନି

ସତ୍ କହୁଛୁ ଗା’ ତୁଇ

ଛୁଛା କଥା ପଦେ’ ଗୁପା କରୁଥିଲା

ଘାଟି ହେଇ ମରୁଛେ’ ମୁଇଁ

ତୁଇ ତ ମୋର ବନ୍ଧ’ର କଁଇ

ସାରା ଜୀବନ ତକ୍’ ସେକେଲ୍ ଲେଖେ ଗା’

ପେଡେଲ୍ ମାରୁଥିବି ମୁଇଁ

ଆଉ’

    ପଛାଡେ ବସବୁ ତୁଇ ….

             ….ମୋର୍ ଧନ….

                    ପଛାଡେ ବସବୁ ତୁଇ……..

                 ✍️Seth Suresh

                            🌻Jharsuguda

———————-❤️————————–

Spread the love

Leave a Reply

Your email address will not be published. Required fields are marked *

error: Content is protected !!