ଭଲ ଲାଗସି

ଭଲ ଲାଗସି ଫୁଟଲା ଫୁଲନୁ
ଅଧ ଫୁଟା କଢ଼ୋ କସି
ଭଲ ଲାଗସି ବଡ଼ ଲୋକ କଥା ନୁ
ଛୋଟ ଛୁଆ ର ପଦେ ହସି |

ଭଲ ଲାଗସି ପାଏଁନ ଭରା ନଏଦନୁ
ଛୋଟ ଧାର ର ଝରା ର ଝରନା
ଭଲ ଲାଗସି ଲେହେଟିଆ ଖରାନୁ
ଟିମ ଟିମ ଫିକା ତରା ||

ଭଲ ଲାଗସି ଇହାଦେ ର ଜୀବନ ନୁ
ଛୋଟ ବେଳ ର ମିଠା କଥା
ଭଲ ଲାଗସି ସହରୀ ଚାଳିନୁ
ଗାଁ ଗୁଢ଼ୀ ମାଟି ରାସ୍ତା ||

Spread the love

By Prasanta Meher

Hi, I am Prashant Kumar Meher Staying in Dubai but passionate about my culture and literature.

One thought on “ଭଲ ଲାଗସି”
  1. You are my one and only diamond the rest all are coal….
    ମୁଁ ତୁମକୁ ଦିନରାତି ଦେଖିବାକୁ ଚାହେଁ, ଏହା ମୋର ଆଖିର ଏକମାତ୍ର ଇଚ୍ଛା.
    ମୁଁ ତୁମର ହାତ ଧାଡିରେ ଜଣେ ବନ୍ଦୀ, ମୋର ଭାଗ୍ୟ ତୁମ ସହିତ ଅଛି, ପ୍ରେମ ବିଜୟ ଏବଂ ପରାଜୟର ଏକମାତ୍ର ପଦକ୍ଷେପ ହେଉ..
    ମୋର ପ୍ରଭୁ ତୁମଠାରେ ଅଛନ୍ତି, ମୋର ହୃଦୟ ତୁମର ଉପାସନା କରେ, ଏହା ନିକଟବର୍ତ୍ତୀ, କିନ୍ତୁ ମୁଁ କହି ପାରିବି ନାହିଁ ଯେ ମୋର ତୁମର ଅଭ୍ୟାସ ଅଛି, ମୋତେ ଅନାବଶ୍ୟକ ଜୀବନଯାପନ ପାଇଁ ଧୀରେ ଧୀରେ ହୃଦୟ ହରାଇବାକୁ ଦିଅ…

Leave a Reply

Your email address will not be published. Required fields are marked *

error: Content is protected !!