【 ଖୁରେ 】

କୁଟିଥା ଖୁରେ ଭଟେ ଥା କି ଘରେ

ଦେଖବୁ ତାର ବଫୁ

ନାଇଁ କାଁମ ଦିଏ ଦୁସରା ଖାଏଦ୍

ଯେତେ ସୁନର୍ ଦିସୁ !!

ବାସି ର ଭାଉ ନାଇଁ ହୁଏ କମ୍

ସବୁନେ ଦେଖାସି ଦମ୍

ନୁନ୍ ମିରଚା ହେଉ କି ହେଡୁଆଁ

ସମକୁ କର୍ସି ପସନ୍ !!

ଆଘର୍ ଖାଏଦ୍ ପିନ୍ଧନ୍ ଅଏଂନ୍

ଏଛେନ୍ ହେଲା ଫସକା

ସମିଆଁ ଆଇଛେ ଦୁନିଆଁ ଦେଖୁଛେ

ବାସିର୍ ମନ୍ ଆଏ ଉଚାଁ !!

କବି- ଆଶୁତୋଷ ଠାକୁର,

ମଣ୍ଡଳ, ବଲାଙ୍ଗିର,

ମୋବା-୯୯୩୭୯୩୩୧୧୪

【 ଖୁରେ 】
କୁଟିଥା ଖୁରେ ଭଟେ ଥା କି ଘରେ
ଦେଖବୁ ତାର ବଫୁ
ନାଇଁ କାଁମ ଦିଏ ଦୁସରା ଖାଏଦ୍
ଯେତେ ସୁନର୍ ଦିସୁ !!

ବାସି ର ଭାଉ ନାଇଁ ହୁଏ କମ୍
ସବୁନେ ଦେଖାସି ଦମ୍
ନୁନ୍ ମିରଚା ହେଉ କି ହେଡୁଆଁ
ସମକୁ କର୍ସି ପସନ୍ !!

ଆଘର୍ ଖାଏଦ୍ ପିନ୍ଧନ୍ ଅଏଂନ୍
ଏଛେନ୍ ହେଲା ଫସକା
ସମିଆଁ ଆଇଛେ ଦୁନିଆଁ ଦେଖୁଛେ
ବାସିର୍ ମନ୍ ଆଏ ଉଚାଁ !!

କବି- ଆଶୁତୋଷ ଠାକୁର,
ମଣ୍ଡଳ, ବଲାଙ୍ଗିର,
ମୋବା-୯୯୩୭୯୩୩୧୧୪

 

Spread the love

Leave a Reply

Your email address will not be published. Required fields are marked *

error: Content is protected !!