ରଝୋ ରଝୋ ପେନ୍ ବର୍’ଷା
ମକାରୁର୍ ବୁଆର୍ ଖଦୁଆ ଖୁଚା
ମେନ୍ ମେନ୍’ସା ହଲିଆ ଗୀତେଁ
ତାର୍ ଘରର୍ ଗୁସିଏନ୍ ପଲ୍’ହା ରୁଉଛେ
ଦେଖ୍’ତ ସଲା ବୁଢା କେ…..
କେନ୍ତା ମେଛା ମୁରି ମୁରି ବାସି ଘିଚୁଛେ ।।
ଦେଖ୍ ତ ବବାର୍ କେଡେ ରକମ୍
ବୁଢୀ ବଏସେଁ ବଡି ଛୁଆ ସେଁକୁଛନ୍
ପରା ପାଟ୍’କେଁ ଲୋକ୍ ହୁର୍’ଲେଇ ପକଉଛନ୍
ଫେର୍ ଭି ବବା ପୁରା ପେଣ୍ଟ୍ ପିନ୍ଧୁଛନ୍ ।।
ଗଣା ପରାର୍ ସେ ଗଣା ବଜା….
ଗାଁର୍ ଇ ମୁଡୁଁ ସେ ମୁଡ୍ କେ ଡାବି ଆନୁଛେ
ଦେଖ୍ ତ ବଜା କେଡେ ମହାନ୍ ଯେ
ମୋର୍ ଏଇ ବୁଢି ଭି ଫଦୋ ଫଦୋ ନାଚି ପକଉଛେ ।।
ବାଜିଗଲା ନ ସେ ଦଶରା ଢୋଲ୍
ଧଙ୍ଗରା ଧାଙ୍ଗିରୀର୍ କର୍ ହେବା ଯୋଟ୍
ନାଏତ୍ ବହ ପର୍’ସନା ଖେମି ବଲିଁ ବୁଢା
ଭତା ପଅସା ଏଭୁଁ ଛଁଚୁଛେ…..
ଦେଖ୍’ତ ଟୁରା ବିହା ହେବାର୍ ଲାଗିଁ
କେନ୍ତା ମଲର୍ ମଲର୍ ହଉଛେ ।।

By Tapas Ranjan Sahu

"I always like to express my emotion,anger and happiness on paper."

Leave a Reply

Your email address will not be published. Required fields are marked *

error: Content is protected !!